Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଛାତ ଉପରେ ବୁଲୁଛି ଷଣ୍ଢ, ଦମକଳ ବାହିନୀକୁ ଖବର ଦେବା ପରେ ହେଲା ଉଦ୍ଧାର

4/08/2021 at 9:43 PM

ସାଲେପୁର, ୦୪/୦୮:ସାଲେପୁର ଅଞ୍ଚଳରେ ଆଜି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । କଟକ ଜିଲ୍ଲା ସାଲେପୁର ରାମକୃଷ୍ଣପୁର ଗାଁରେ ଏକ ଷଣ୍ଢ ଛାତରେ ବୁଲୁଥିବା ଦେଖିବାକୁ ମିଳିଛି । ସେହି ଗାଁର ସନାତନ ମହାନ୍ତିଙ୍କ ଏକ ଦୁଇ ମହଲା ବିଶିଷ୍ଟ କୋଠା ଉପରକୁ କିଭଳି ଭାବେ ଷଣ୍ଢଟି ଚଢ଼ି ଯାଇଥିଲା ସେନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଷଣ୍ଢକୁ ଛାତ ଉପରେ ଦେଖି ସ୍ଥାନୀୟ ଲୋକେ ମଧ୍ୟ ବିଚଳିତ ହୋଇ ଯାଇଥିଲେ ଏବଂ ତତ୍‌କ୍ଷଣାତ ସାଲେପୁର ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖୀଛି । ସ୍ଥାନୀୟ ଲୋକ ଉପସ୍ଥିତ ରହି କିପରି ଷଣ୍ଢଟି ଉଦ୍ଧାର ହୋଇପାରିବ ସେ ନେଇ ବ୍ୟବସ୍ଥା କରୁଛନ୍ତି । ଏଥି ସହିତ ଦିର୍ଘ ୧ଘଣ୍ଟା ପରିଶ୍ରମ କରି ଅଗ୍ନିଶମ କର୍ମଚାରୀ ଷଣ୍ଢ ଟିକୁ ସୁରକ୍ଷିତ ଭାବେ ଉଧାର କରିଛନ୍ତି ।

   Related Posts