Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଭୁବନେଶ୍ବରରେ ଭୁଷୁଡିଲା ତିନି ମହଲା ବାଲକୋନୀ, ଅଳ୍ପକେ ବର୍ତ୍ତିଲେ କଲୋନୀ ବାସିନ୍ଦା

9/03/2020 at 10:34 AM

ଭୁବନେଶ୍ବର ୦୯।୦୩: ରବିବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି । ଭୁବନେଶ୍ବର ନୟାପଲ୍ଲୀ ଥାନା ଅନ୍ତର୍ଗତ  ରେଣ୍ଟାଲ କଲୋନୀରେ ଭୁଷୁଡି ପଡିଛି ତିନି ମହଲା ବାଲକୋନୀ । ଅଳ୍ପକେ ବର୍ତ୍ତିଯାଇଛନ୍ତି କଲୋନୀ ବାସିନ୍ଦା ।

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଏକ ତିନି ମହିଲା କୋଠାର ବାଲକୋନୀ ଭୁଷୁଡି ପଡିଛି । ଏଭଳି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କଲୋନୀ ବାସିନ୍ଦା । କାହାର କୌଣସି କ୍ଷତି ହୋଇଥିବାର ସୂଚନା ମିଳିନାହିଁ । ତେବେ ବାଲକୋନୀ ଭୁଷୁଡିବା ଦ୍ବାରା ତଳେ ଥିବା ଗାଡି ଷ୍ଟାଣ୍ଡ ସାମାନ୍ୟ ପରିମାଣରେ କ୍ଷତି ହୋଇଛି ।

   Related Posts