Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫ୍ଲାଟ ଦେବା ନାଁରେ ଠକେଇ ଅଭିଯୋଗ

9/05/2018 at 6:59 AM

ଠକେଇ ଅଭିଯୋଗରେ ବିଲଡର ପ୍ରେମାନନ୍ଦ ମହାପାତ୍ର ଗିରଫ । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପ୍ରେମାନନ୍ଦକୁ ଗିରଫ କରିଛି । ଭୁବନେଶ୍ବର ତମାଣ୍ଡୋରେ ଫ୍ଲାଟ ଦେବା ନାଁରେ ପ୍ରେମାନନ୍ଦ ୪ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଗୋଲ୍ଡେନ୍ ଭିୟୁ ନାମକ ଇନଫ୍ରା ଷ୍ଟ୍ରକ୍ଚର ଲିମିଟେଡ ସଂସ୍ଥାର ମୁଖ୍ୟ ଥିଲେ ପ୍ରେମାନନ୍ଦ ।

Leave a Reply

   Related Posts