ମଇଁଷି ବୋଝେଇ କଣ୍ଟେନର ଜବତ, ଜଣେ ଗିରଫ
11/12/2020 at 12:57 PM

ଚଣ୍ଡିଖୋଲ ୧୧।୧୨: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ଦ୍ବାରା ବେଆଇନ ଭାବେ ଚାଲାଣ ମଇଁଷି ବୋଝେଇ କଣ୍ଟେନର ଜବତ ହୋଇଛି । ଏହା ସହ ଡ୍ରାଇଭର ଗିରଫକୁ ଗିରଫ କରିଛି ପୋଲିସ ।

ଗୁରୁବାର ବିଳମ୍ବିତ ରାତିରେ ବାଲିଚନ୍ଦ୍ରପୁର ଥାନା ଅଧୀନ ମଝିପାଡା ଅଞ୍ଚଳରୁ ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବା ବେଳେ ଏ ନେଇ ବାଲିଚନ୍ଦ୍ରପୁର ପୋଲିସ ସେଠାରେ ପହଞ୍ଚି ଗାଡି ଜବତ କରିବା ସହ ଗାଡି ଡ୍ରାଇଭରକୁ ଗିରଫ କରିଛି । ମଝିପାଡା ଅଞ୍ଚଳରୁ ବେଆଇନ ଭାବେ ମଇଁଷିକୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଇଥାଏ । ଫଳରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି ।
Related Posts
ନିଆଁ ପୁଇଁବା ହେଲା କାଳ : ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
22 January 2021
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021