Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୃଷି ବଜେଟ୍ ୧୯ ହଜାର ୪୦୮ କୋଟି :ରାଜ୍ୟ ବଜେଟ ମୁଖ୍ୟାଂଶ- ୩

ଶିକ୍ଷା ଦକ୍ଷତା ବିକାଶ ପାଇଁ ୨୨ ହଜାର ୬୩୧ କୋଟି

ଆଦର୍ଶ ବିଦ୍ୟାଳୟ ପାଇଁ ୪୦୦ କୋଟି

ମଧ୍ୟାହ୍ନ ଭୋଜନ ପାଇଁ ୮୦୦ କୋଟି

କ୍ଲାଇମେଟ୍ ବଜେଟ୍ଦସ୍ତାବିଜ୍ ପ୍ରସ୍ତୁତ କରିବ ରାଜ୍ୟ

ସାରା ଦେଶରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ

ନ୍ୟୁଟ୍ରିସନ୍ବଜେଟ୍ଦସ୍ତାବିଜ୍ପ୍ରସ୍ତୁତ କରିବ ଓଡ଼ିଶା

ଏହା ମଧ୍ୟ ଦେଶରେ ପ୍ରଥମ

ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୧୫ କୋଟି

ସ୍କିଲ୍ଡ ଇନ୍ଓଡ଼ିଶା ବିଶ୍ବ ଦକ୍ଷତା କେନ୍ଦ୍ର ପାଇଁ  ୨୨୦ କୋଟି

୨୦୨୦୨୧ରେ ଅଭିବୃଦ୍ଧି ହାର ୭ରୁ .% ରହିବା ସମ୍ଭାବନା

କୃଷି ବଜେଟ୍ ୧୯ ହଜାର ୪୦୮ କୋଟି

   Related Posts