ବଜେଟ ପ୍ରସ୍ତୁତି ନେଇ ବୈଠକ : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରିଙ୍କ ଅଧ୍ୟକ୍ଷତା ବସିଛି ବୈଠକ
17/06/2019 at 11:28 AM

ଭୁବନେଶ୍ବର ୧୭/୬ : ବଜେଟ ପ୍ରସ୍ତୁତି ନେଇ ବୈଠକ ବସିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରିଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୈତିକ ବିଷାରଦ, ବ୍ୟବସାୟୀ ସଂଘ ଉପସ୍ଥିତ ଅଛନ୍ତି । ବଜେଟ ପ୍ରସ୍ତୁତି ନେଇ ଅନଲାଇନ ଜରିଆରେ ଆସିଛି ୩ ହଜାରରୁ ଉର୍ଦ୍ଧ୍ବ ମତାମତ । ୭ ବର୍ଷ ଧରି ରାଜ୍ୟ ସରକାର ବଜେଟ ପୂର୍ବରୁ ପ୍ରାକ୍ ବଜେଟ ଆଲୋଚନା କରିଆସୁଛନ୍ତି ।
