Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବଜେଟ୍-୨୦୨୧ : ସୁନା-ରୁପା ହେବ ଶସ୍ତା, ବଢିବ ମୋବାଇଲ ଦର, ଜାଣନ୍ତୁ ଆଉ କାହାର କ’ଣ ରହିବ ଦାମ୍…

1/02/2021 at 2:23 PM

ନୂଆଦିଲ୍ଲୀ,୦୧/୦୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥିରେ ଅନେକ ସାମଗ୍ରୀ ଉପରୁ ଟିକସ୍ କମିଛି । ଆଉ କିଛି ଉପରେ ଉତ୍ପାଦ ଶୁଳ୍କ ଓ ଅନ୍ୟ ଟିକସ୍ ଲାଗିଛି । ଆସନ୍ତୁ ନଜର ପକାଇବା କେଉଁ ଜିନିଷ ଶସ୍ତା ଓ କଣ ହେଲା ମହଙ୍ଗା ।

ଶସ୍ତା

ନାୟଲନ କପଡା

ସୁନା

ରୁପା

ଷ୍ଟିଲରେ ପ୍ରସ୍ତୁତ ସାମଗ୍ରୀ

ତମ୍ବା ସାମଗ୍ରୀ

ନାଇଲନ୍ ପୋଷାକ

ମହଙ୍ଗା

ମୋବାଇଲ

ମୋବାଇଲ ଫୋନ୍ ଚାର୍ଜର, ପାର୍ଟସ୍

ଗାଡି ପାର୍ଟସ୍

ଇଲେକ୍ଟ୍ରୋନିକ୍ସ ଉପକରଣ

ଇମ୍ପୋର୍ଟେଡ୍ ବା ବଦେଶରୁ ଆମଦାନୀ ହୋଇଥିବା ପୋଷାକ

ସୋଲାର ଇନଭର୍ଟର, ଅନ୍ୟ ଉପକରଣ

କଟନ୍ ବା ତୁଳା

କ୍ୟାମେରା

ବ୍ୟାଟେରୀ

ପ୍ରିଣ୍ଡେଡ୍ ସର୍କିଟ୍ ବୋର୍ଡ

ଚମଡା ଜୋତା

   Related Posts