Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଜିଓଠୁ ବି ଶସ୍ତା: ଏହି କମ୍ପାନୀ କରିଦେଲା ୨୯ଟଙ୍କାର ରିଚାର୍ଜରେ ୨୮ଦିନ ପର୍ଯ୍ୟନ୍ତ ସବୁକିଛି ଫ୍ରି

2/01/2019 at 1:31 PM

ନୂଆଦିଲ୍ଲୀ ୨/୧: ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ସବୁଠୁ କମ୍ ମୂଲ୍ୟରେ ରିଚାର୍ଜ ପ୍ୟାକ୍ ଉପଲବ୍ଧ କରିଥାଏ। ସବୁଠୁ କମ୍ ମୂଲ୍ୟରେ ଜିଓର ୧୪୯ଟଙ୍କା ରିଚାର୍ଜ ଯାହା ୨୮ଦିନର ବୈଧତା ଦେଇଥାଏ। ଏହାକୁ ଟକ୍କର ଦେବା ପାଇଁ ବିଏସଏନଏଲ୍ ଏକ ଶସ୍ତା ପ୍ୟାକ୍ ଲଞ୍ଚ କରିଛି । ବିଏସଏନଏଲ୍ ରିଲାଏନ୍ସ ଜିଓକୁ ମାତ୍ ଦେବା ପାଇଁ ଏହି ଶସ୍ତା ଅଫର ଲଞ୍ଚ କରିଛି।

 ବିଏସଏନଏଲ୍ ଏହି ଯୋଜନାକୁ ସଂଶୋଧିତ ମଧ୍ୟ କରିଛି ଏବଂ ଏହି ଯୋଜନା ଆଗରୁ ମଧ୍ୟ ଚାଲିଥିଲା। ଏଥିରେ ଭଏସ୍ କଲିଙ୍ଗ୍ ଡାଟାର ସୁବିଧା ମଧ୍ୟ ଦିଆଯାଉଥିଲା। କିନ୍ତୁ ଏହି ପ୍ଲାନରେ ଅନେକ ପ୍ରକାର ପରିବର୍ତ୍ତନ ମଧ୍ୟ କରାଯାଇଛି। ଏହି ପ୍ଲାନରେ ଏବେ ଅଧିକ ଡାଟା ଦିଆଯାଉଛି। ଏହି ଡାଟା ୨୦ଟି ରାଜ୍ୟରେ କାମ କରୁଛି।

ଏହି ପ୍ଲାନର ବୈଧତା ୭ଦିନ ରଖାଯାଇଛି ଯାହାର ମୂଲ୍ୟ କେବଳ ୨୯ଟଙ୍କା ରଖାଯାଇଛି। ଏହି ପ୍ଲାନରେ ଆଗରୁ ୨ଜିବି ଡାଟା ଦିଆଯାଉଥିଲା କିନ୍ତୁ ବିଏସଏନଏଲ୍ ନିଜ ପ୍ଲାନରେ ପରିବର୍ତ୍ତନ କରି ୧ଜିବି ଡାଟା କରି ଦେଇଛି ଏବଂ ଏଥିରେ ପୂର୍ବରୁ ୨୦ଟି ଫ୍ରି କଲିଙ୍ଗ୍ ଦିଆଯାଉଥିଲା କିନ୍ତୁ ଏବେ ଅନଲିମିଟେଡ କଲ୍ ସୁବିଧା ରହିଛି। ଏହି ପ୍ଲାନର ଫାଇଦା ୭ଦିନ ପର୍ଯ୍ୟନ୍ତ ମିଳିପାରିବ। ଏହାକୁ ସମସ୍ତ ଗ୍ରାହକ ବ୍ୟବହାର କରିପାରିବେ। ଯେଉଁ ଗ୍ରାହକମାନେ ବିଏସଏନଏଲରେ ପୋର୍ଟ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ୬ମାସର ବୈଧତା ରହିଛି।  

   Related Posts