ଭାଇକୁ ହତ୍ୟା କଲା ଭାଇ
16/10/2019 at 11:00 PM

ବାଂଶପାଳ: ଭାଇକୁ ହତ୍ୟା କଲା ଭାଇ । ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ବଡ଼ ଭାଇ ଚୌଧୁରୀ ର ଟାଙ୍ଗିଆ ଚୋଟ ରେ ସାନଭାଇ ଅଜୟ ପାତ୍ରର ମୃତ୍ୟୁ ।
ନୟାକୋଟ ଥାନା ଶାଗପାଲି ଗାଁ ସିନ୍ଧୁସାହି ର ଘଟଣା ହତ୍ୟା ପରେ ଅଭିଯୁକ୍ତ ବଡ଼ ଭାଇ ଚୌଧୁରୀ ପାତ୍ରର ଥାନାରେ ଆତ୍ମସମର୍ପଣ ।
Related Posts
ଲୁଚି ଛପି କରୁଥିଲେ କାରବାର, ପହଞ୍ଚିଗଲା ଅବକାରୀ ବିଭାଗ, ୪ ଗିରଫ
22 April 2021