Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବ୍ରାଉନସୁଗାର ସହ ଧରାପଡିଲେ ପୋଲିସ କନେଷ୍ଟବଳ

14/11/2019 at 10:42 AM

ଭୁବନେଶ୍ବର  ୧୪।୧୧ : ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳକୁ କମିଶନରେଟ ପୋଲିସ ଗିରଫ କରିଛି । ପୋଲିସ କନେଷ୍ଟବଳ ଜାନକୀ ବଲ୍ଲଭ ଭାରିମଲ୍ଲଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଭୁବନେଶ୍ବର ଏକ କଲେଜ ନିକଟରେ ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ କନେଷ୍ଟବଳ ଜାନକୀ ବଲ୍ଲଭ ଭାରିମଲ୍ଲଙ୍କୁ  ଧରିବା  ସହ ତାଙ୍କ ନିକଟରୁ ୨୦ଗ୍ରାମର ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୋଲିସ । ପୂର୍ବରୁ ଭାରିମଲ୍ଲଙ୍କୁ ଭିଜିଲାନ୍ସ ମଧ୍ୟ ଗିରଫ କରିସାରିଛି  ।

   Related Posts