Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଜଳେଶ୍ବରରୁ ୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ : ୩ ଅଭିଯୁକ୍ତ ଗିରଫ

31/03/2019 at 9:17 AM

ବାଲେଶ୍ବର ୩୧/୩: ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ବାଲେଶ୍ବରର ଜଳେଶ୍ବର ଅଞ୍ଚଳରେ ଆଜି ସକାଳୁ ଚଢ଼ାଉ କରି  ଏକ ଗାଡ଼ିରୁ ଏହି ବ୍ରାଉନସୁଗାର ଜବତ କରିଛି ବାଲେଶ୍ବର ଅବକାରୀ ବିଭାଗ । ଜବତ ବ୍ରାଉନସୁଗାର ପଶ୍ଚିମବଙ୍ଗରୁ ଖୋର୍ଦ୍ଧା ଚାଲାଣ ହେଉଥିବା ଜଣାପଡ଼ିଛି । ଚାଲାଣରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ଅବକାରୀ ବିଭାଗ।

   Related Posts