ଜଳେଶ୍ବରରୁ ୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ : ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | March 31, 2019 IST

ବାଲେଶ୍ବର ୩୧/୩: ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ବାଲେଶ୍ବରର ଜଳେଶ୍ବର ଅଞ୍ଚଳରେ ଆଜି ସକାଳୁ ଚଢ଼ାଉ କରି  ଏକ ଗାଡ଼ିରୁ ଏହି ବ୍ରାଉନସୁଗାର ଜବତ କରିଛି ବାଲେଶ୍ବର ଅବକାରୀ ବିଭାଗ । ଜବତ ବ୍ରାଉନସୁଗାର ପଶ୍ଚିମବଙ୍ଗରୁ ଖୋର୍ଦ୍ଧା ଚାଲାଣ ହେଉଥିବା ଜଣାପଡ଼ିଛି । ଚାଲାଣରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ଅବକାରୀ ବିଭାଗ।

{"id":98669,"width":594,"height":327}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.