Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଉରକେଲାରୁ ୬୦୦ ପ୍ୟାକେଟ ବ୍ରାଉନ ସୁଗାର ଜବତ, ଜଣେ ମହିଳା ଅଟକ

12/06/2018 at 4:54 AM

ରାଉରକେଲା ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରୁ ୬୦୦ ପ୍ୟାକେଟ ବ୍ରାଉନ ସୁଗାର ଜବତ, ଜଣେ ମହିଳା ଅଟକ । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ଅଟକ ମହିଳା ଅନେକ ଦିନ ହେବ ବ୍ରାଉନ ସୁଗାର ବେପାରରେ ସାମିଲ ଥିବା ନେଇ ପୋଲିସ ପାଖରେ ଅଭିଯୋଗ ହୋଇଥିଲା । ପୋଲିସ ମହିଳାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା । ପୋଲିସ ମହିଳାଙ୍କ ପରିଚୟ ଗୋପନ ରଖିଥିବାବେଳେ ସେ ଜଣେ ପ୍ରଭାବଶାଳୀ ବୋଲି ଜଣାପଡିଛି ।

Leave a Reply

   Related Posts