Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ରାଉନ ସୁଗର ଜବତ

6/06/2018 at 5:03 AM

ଜଗତସିଂହପୁର କୁଜଙ୍ଗ ଥାନା ଷଣ୍ଢପୁର ଗାଁରେ ବ୍ରାଉନ ସୁଗର ଜବତ । ବ୍ୟବସାୟୀ ଷଣ୍ଢପୁର ଗାଁର ଧର୍ମେନ୍ଦ୍ର ପରିଡାଙ୍କ ଘରୁ ୪୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଜିଲ୍ଲା ଅବକାରୀ ପୋଲିସ ଓ କୁଜଙ୍ଗ ପୋଲିସ ମିଳିତ ଭାବେ ଚଢ଼ାଉ କରି ବ୍ରାଉନ ସୁଗର ଜବତ କରିଛି । ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ । ବ୍ୟବସାୟୀ ଧର୍ମେନ୍ଦ୍ର ପରିଡାକୁ ଗିରଫ କରିଛି ପେ।ଲିସ । ଧର୍ମେନ୍ଦ୍ର ବାହାର ରାଜ୍ୟରୁ ବ୍ରାଉନ ସୁଗର ଆଣି ଜିଲାର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ପେ।ଲିସ କହିଛି ।

Leave a Reply

   Related Posts