Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ରାଜଧାନୀରେ ପୁଣି ବ୍ରାଉନ ସୁଗାର ଜବତ, ୨ ଗିରଫ

11/06/2020 at 6:26 PM

ଭୁନେଶ୍ବର୧୧/୬: ଭୁବନେଶ୍ବରରେ ପୁଣି ବ୍ରାଉନସୁଗାର ଜବତ।ମିଳିଥିବା ସୂଚନା ମୁତାବକ ପାଖାପାଖି ୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୋଲିସ।ଲିଙ୍ଗରାଜ ଥାନା କପିଳେଶ୍ବର ଅଞ୍ଚଳରୁ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ଦୁଇଜଣ ହେଲେ ରାକେଶ ମୁଳିଆ ଏବଂ ସୁଜିତ ପଣ୍ଡା ବୋଲି ଜଣାପଡିଛି। ଏମାନଙ୍କ ନିକଟରୁ ବାଇକ, ମୋବାଇଲ ଓ ସୁନାଗହଣା ଜବତ ହୋଇଛି।ଜବତ କଲା କ୍ୟୁଏଟି ଓ ଲିଙ୍ଗରାଜ ଥାନା ପୋଲିସ । ଏହି ସଂପର୍କରେ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ।

   Related Posts