Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭଦ୍ରକରୁ ପୁଣି ବ୍ରାଉନସୁଗାର ଜବତ, ଜଣେ ଗିରଫ

25/01/2020 at 2:53 PM

ଭଦ୍ରକ ୨୫।୦୧: ଜବତ ହେଲା ପୁଣି ବ୍ରାଉନସୁଗାର । ଭଦ୍ରକ ଜିଲ୍ଲା ବଙ୍କସାହି ସ୍ଥିତ ଜିଲ୍ଲା ସ୍କୁଲ ନିକଟରୁ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ । ଜବତ ବ୍ରାଉଉନସୁଗାରର  ମୁଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ବଙ୍କସାହି ସ୍ଥିତ ଜିଲ୍ଲା ସ୍କୁଲ ନିକଟରେ ଏକ ଘରେ କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗର ଏକ ଚଢାଉ କରିଥିଲା ।  ଚଢାଉ କରିବା ସମୟରେ ୬୦ଟି ବ୍ରାଉସୁଗାର ପୁଡିଆ ମିଳିଥିଲା । ଯାହାର ଆନୁମାନିକ ମୁଲ୍ୟ ଦୁଇ ଲକ୍ଷ ଟଙ୍କା ହେବ । ଘର ଭିତରେ ଥିବା ବ୍ରାଉନସୁଗାର କୁ ଜବତ କରିବା ସହ ବେପାର କରୁଥିବା ହରିସଚନ୍ଦ୍ର ମହାନ୍ତିକୁ ମଧ୍ୟ ଗିରଫ କରାଯାଇଛି । ଦୀର୍ଘଦିନ ଧରି ବ୍ରାଉନସୁଗାର ବେପାରୀ ହରିସକୁ କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗ ଖୋଜୁଥିଲା । ତେବେ ଘର ଭିତରେ ହରିଶ୍ଚନ୍ଦ୍ର ବେପାର କରୁଥିବା ନେଇ ପୂର୍ବରୁ ସୂଚନା ରହିଥିଲା ।

   Related Posts