Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋର୍ଦ୍ଧା ନୂଆଗାଁରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

7/09/2018 at 1:52 PM

ଖୋର୍ଦ୍ଧା ୭/୯ : ଖୋର୍ଦ୍ଧା ନୂଆଗାଁରୁ ୧୦୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି | ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି | ଘଟଣାରେ ଜଣକୁ ଗିରଫ କରିଛି ପୋଲିସ | ଗିରଫ ଅଭିଯୁକ୍ତ ହେଲେ ଅଭୟ ସାହୁ | କଟକରୁ ମଧ୍ୟ ୫୦ କେଜି ଗଂଜେଇ ଜବତ ହୋଇଛି | ଅବକାରୀ ବିଭାଗର ଫ୍ଲାୟିଙ୍ଗ ସ୍କ୍ୱାର୍ଡ ଏହି ଗଂଜେଇ ଜବତ କରିଛି |

   Related Posts