ଖୋର୍ଦ୍ଧା ନୂଆଗାଁରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ
7/09/2018 at 1:52 PM

ଖୋର୍ଦ୍ଧା ୭/୯ : ଖୋର୍ଦ୍ଧା ନୂଆଗାଁରୁ ୧୦୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି | ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି | ଘଟଣାରେ ଜଣକୁ ଗିରଫ କରିଛି ପୋଲିସ | ଗିରଫ ଅଭିଯୁକ୍ତ ହେଲେ ଅଭୟ ସାହୁ | କଟକରୁ ମଧ୍ୟ ୫୦ କେଜି ଗଂଜେଇ ଜବତ ହୋଇଛି | ଅବକାରୀ ବିଭାଗର ଫ୍ଲାୟିଙ୍ଗ ସ୍କ୍ୱାର୍ଡ ଏହି ଗଂଜେଇ ଜବତ କରିଛି |
Related Posts
ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍, ହାଇୱା ଓ ଟ୍ରକ ଜବତ
25 February 2021
ରାଜଧାନୀରେ ପାରଦ ୩୮ ଡିଗ୍ରୀ ଟପିଲା, ୧୧ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ
25 February 2021
ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
25 February 2021