Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ହଳଦୀପଡିଆ ବସ୍ତିରୁ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

2/02/2019 at 3:46 PM

ଭୁବନେଶ୍ବର ୨|୨: ପୁଣି ଭୁବନେଶ୍ବରରୁ ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ବର ସ୍ଥିତ ହଳଦୀ ପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ ହୋଇଛି । ୩୬ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ପୋଲିସ । କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପୋଲିସର ଚଢ଼ାଉ କରି ଜବତ କରିଛନ୍ତି । ନିଶା କୁଇନ୍ ରୁକସାନା ବେଗମ୍ ଓରଫ ଜେମା ଗିରଫ କରିଛି ପୋଲିସ । ନଗଦ ୪୧ ହଜାର୨୫୦ ଟଙ୍କା ମଧ୍ୟ ଜବତ ହୋଇଛି । ଏଭଳି ବାରମ୍ବାର ସଂପୃକ୍ତ ଅଞ୍ଚଳରୁ ବ୍ରାଉନସୁଗାର ଜବତ ହେଉଥିଲେ ମଧ୍ୟ କାରବାର ଥମିବାର ନାଁ ନେଉନାହିଁ । ଏଭଳି କାରବାର ଅବାଧରେ ଚାଲୁଛି ।

   Related Posts