ରାଜଧାନୀରୁ ୭ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ, ୨ଜଣ ଗିରଫ

Published By : Prameya-News7 Bureau | December 10, 2018 IST

ଭୁବନେଶ୍ବର ୧୦|୧୨:  ରାଜଧାନୀରେ ପୁଣିବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ବରର ବରମୁଣ୍ଡା ଓ କୋଳଥିଆ ଅଞ୍ଚଳରୁ ୭୦ ଗ୍ରାମ୍ ବ୍ରାଉନସୁଗାରଜବତ କରିଛି ଅବକାରୀ ବିଭାଗ। ୨ ଜଣ ନିଶା ବେପାରୀ ମଧ୍ୟ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଏକ ବାଇକ୍ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.