ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ ; ୧୯୫ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ସ୍ପେଶାଲ ସ୍କ୍ବାର୍ଡ, ୨ ଜଣ ଗିରଫ

Published By : Prameya-News7 Bureau | November 16, 2018 IST

ଭୁବନେଶ୍ବର ୧୬|୧୧: ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ବର ସ୍ଥିତ ସାଲିଆ ସାହିରୁ ମିଳିଛି ବ୍ରାଉନସୁଗାର । ୧୯୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କିଛି ଦିନ ହେବ ଏଭଳି ବାରମ୍ବାର ରାଜଧାନୀରୁ ବ୍ରାଉନସୁଗାର ଜବତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.