ଅବକାରୀ ବିଭାଗର ଚଢାଉ : ୫୨ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

Published By : Prameya-News7 Bureau | October 03, 2019 IST

ଖୋର୍ଦ୍ଧା ୩।୧୦: ଖୋର୍ଦ୍ଧା ବେଗୁନିଆ ବ୍ଲକ୍ ବଡବେରଣା ଗ୍ରାମରେ ଖୋର୍ଦ୍ଧା ଅବକାରୀ ବିଭାଗର ଚଢାଉ। ଚଢାଉ ବେଳେ ୫୨ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଅଭିଯୋଗରେ ଜଣେ ଗିରଫ ହୋଇଛି । ଗିରଫ ବ୍ୟକ୍ତି ଧରଣୀଧର ମହାପାତ୍ର। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ୨୦ ହଜାର ଟଙ୍କା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.