ଭୁବନେଶ୍ବରରୁ ବ୍ରାଉନ୍ ସୁଗାର ଜବତ : ୫ଗିରଫ

Published By : Prameya-News7 Bureau | January 20, 2020 IST

ଭୁବନେଶ୍ବର ୨୦/୧: ଭୁବନେଶ୍ବରରେ ୩୨୪ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି।ପୋଲିସ୍ ୫ ଜଣଙ୍କୁ ଗିରଫ କରିଛି। ପ୍ରଥମେ ଭୁବନେଶ୍ବର ପରେ  ବାଲେଶ୍ବରରେ ରେଡ଼ କରାଯାଇଥିଲା । ଏକ ଲକ୍ଷ ୮୪ ହଜାର ଟଙ୍କା ଜବତ ହୋଇଥିଲା । ତେବେ ଜବତ ବ୍ରାଉନ ସୁଗାରର ମୂଲ୍ୟ ୫୦ଲକ୍ଷରୁ ଅଧିକ ହେବ ।

{"id":213736,"sizeSlug":"large"}

ମେଦିନାପୁର ଓ କଲିକତାରୁ  ଆସୁଥିଲା ବ୍ରାଉନ ସୁଗାର ।ଏଘଟଣାର ମାଷ୍ଟର ମାଇଣ୍ଡ ହେଉଛି ଏସ.କେ ଫକିର । ଛୋଟ ଛୋଟ କଞ୍ଜୁମରକୁ ସପ୍ଲାଏ କରାଯାଉଥିଲା ବ୍ରାଉନ ସୁଗାର । ଗିରଫ ଏସ.କେ ରାଜା ସହ ସମ୍ପର୍କର ଖୋଳତାଡ଼ ହେବ । ପାଂଚ ଜଣଙ୍କୁ ରିମାଣ୍ଡ ରେ ନେବ ଏସଟିଏଫ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.