Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

କଦଳୀ କାନ୍ଦିରେ କଟକରୁ ରାଜନଗର ଆସୁଛି ଧଳା ଜହର, ଫେଣାରେ ହେଉଛି ଚାଲାଣ

22/10/2019 at 12:59 PM

ପଟ୍ଟାମୁଣ୍ଡାଇ ୨୨।୧୦: କେନ୍ଦ୍ରାପଡାରେ ଧଳାଜହର । ଯୁବଗୋଷ୍ଠୀଠାରୁ ଆରମ୍ଭ କରି କଲେଜ ଛାତ୍ରଛାତ୍ରୀ ଏହି ଧଳାଜହର କବଳରେ ପଡିଛନ୍ତି । ଏଭଳି ଏକ ଭିଜୁଆଲ ଭାଇରାଲ୍ ହେଉଛି ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି କେନ୍ଦ୍ରାପଡାରେ କିଭଳି ଭାବରେ ଧଳାଜହର କାୟାବିସ୍ତାର କରିଛି ।

ସବୁଠାରୁ ବଡ କଥା ହେଲା, କଦଳୀ କାନ୍ଦି ଭିତରେ ଆସୁଛି ବ୍ରାଉନସୁଗାର । ରାଜନଗର ବଜାରରେ ସପ୍ତାହକୁ ଦୁଇଥର ହାଟ ବସିଥାଏ । ଆଉ ପ୍ରତି ସପ୍ତାହରେ କଦଳୀ କାନ୍ଦି ଭିତରେ ଏହି ବ୍ରାଉନସୁଗାର କଟକରୁ ରାଜନଗର ଆସିଥାଏ । ତେବେ କଦଳୀ କାନ୍ଦିର ଫେଣାରେ ଏହି ବ୍ରାଉନସୁଗାର ଚାଳାଣ ହୋଇଥାଏ ବିଭିନ୍ନ ସ୍ଥାନକୁ । ତେବେ ପୋଲିସ ନାକତଳେ ଏସବୁ କାରବାର କିପରି ଚାଲିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   Related Posts