Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ଲକ୍‌ଡାଉନ୍‌ରେ ଚାଲିଛି ଧଳା ଜହର କାରବାର, ଜଣେ ଗିରଫ

24/07/2020 at 10:41 AM

ଜଳେଶ୍ବର୨୪/୭: ଲକଡାଉନ୍‌ରେ ଥମୁନି ବି ଧଳା ଜହାର କାରବାର । ବ୍ରାଉନ ସୁଗାର ର ହବ ପାଲଟି ଥିବା ଜଳେଶ୍ବର ରେ ବେଫିକର ବ୍ରାଉନ ସୁଗାର ବେପାରୀ । ସୂଚନା ମୁତାବକ ଜଳେଶ୍ବର ଥାନା ଅନ୍ତର୍ଗତ ଶେକସରାଇ ଗାଁ ରେ ସୁକୁମାର ଦାସଗୁପ୍ତା ଦୀର୍ଘ ଦିନ ବ୍ରାଉନ ସୁଗାର କାରବାର କରି ଆସୁଥିଲେ । ତେବେ ଆଜି ସକାଳୁ ବ୍ରାଉନ ସୁଗାର କାରବାର କରୁଥିବା ସମୟରେ ଗ୍ରାମବାସୀ ସୁକୁମାର କୁ ଅଟକ ରଖିଥିବା ବେଳେ ଅନ୍ୟ ସହଯୋଗୀ ଖସିପଳାଇ ଥିଲେ ।ଗ୍ରାମବାସୀ ମାନେ ଅଟକ ଥିବା ଯୁବକକୁ ଜଳେସ୍ବେର ଆଇଆଇସି ଧନେଶ୍ବର ସାହୁଙ୍କୁ ଜିମା ଦେଇଛନ୍ତି।

   Related Posts