ଲକ୍‌ଡାଉନ୍‌ରେ ଚାଲିଛି ଧଳା ଜହର କାରବାର, ଜଣେ ଗିରଫ

Published By : Prameya-News7 Bureau | July 24, 2020 IST

ଜଳେଶ୍ବର୨୪/୭: ଲକଡାଉନ୍‌ରେ ଥମୁନି ବି ଧଳା ଜହାର କାରବାର । ବ୍ରାଉନ ସୁଗାର ର ହବ ପାଲଟି ଥିବା ଜଳେଶ୍ବର ରେ ବେଫିକର ବ୍ରାଉନ ସୁଗାର ବେପାରୀ । ସୂଚନା ମୁତାବକ ଜଳେଶ୍ବର ଥାନା ଅନ୍ତର୍ଗତ ଶେକସରାଇ ଗାଁ ରେ ସୁକୁମାର ଦାସଗୁପ୍ତା ଦୀର୍ଘ ଦିନ ବ୍ରାଉନ ସୁଗାର କାରବାର କରି ଆସୁଥିଲେ । ତେବେ ଆଜି ସକାଳୁ ବ୍ରାଉନ ସୁଗାର କାରବାର କରୁଥିବା ସମୟରେ ଗ୍ରାମବାସୀ ସୁକୁମାର କୁ ଅଟକ ରଖିଥିବା ବେଳେ ଅନ୍ୟ ସହଯୋଗୀ ଖସିପଳାଇ ଥିଲେ ।ଗ୍ରାମବାସୀ ମାନେ ଅଟକ ଥିବା ଯୁବକକୁ ଜଳେସ୍ବେର ଆଇଆଇସି ଧନେଶ୍ବର ସାହୁଙ୍କୁ ଜିମା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.