ପାଟଣା - ପାଟଣା ଗାଈଫୁଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳି ଯୋଗୁଁ ଦିଅର ଭାଉଜର ତଣ୍ଟି କାଟି ଦେଇଛି । ଏହି ଘଟଣା ପରେ ଦିଅର କୃଷ୍ଣ ନାୟକ ଫେରାର ହୋଇଯାଇଛି ।
ଗୁରୁତ ଅବସ୍ଥାରେ ମହିଳାଙ୍କୁ ଚିକିତ୍ସା ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଏବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।