ବନ୍ଦ ଘରୁ ମିଳିଲା ସଂପର୍କୀୟ ଦିଅର ଭାଉଜଙ୍କ ମୃତ ଦେହ : ଏମିତି କରିଛନ୍ତି ଆତ୍ମହତ୍ୟା

Published By : Prameya-News7 Bureau | January 13, 2020 IST

କେନ୍ଦୁଝର ୧୩/୧: କେନ୍ଦୁଝର ପାଟଣାରେ ଅଭାବନୀୟ ଘଟଣା । ବନ୍ଦ ଘରୁ ମିଳିଛି ଦୁଇ ଜଣଙ୍କ ମୃତଦେହ । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ବିବାହିତା ମହିଳା ଓ ଅନ୍ୟ ଜଣେ ଯୁବକ । ସଂପର୍କରେ ଏମାନେ ଦିଅର-ଭାଉଜ ବୋଲି ଜଣାପଡିଛି ।

{"id":210534,"sizeSlug":"large"}

  ନିକଟରେ ପଡିଛି ଏକ କୀଟନାଶକ ବୋତଲ । ତେଣୁ ଦୁଇ ଜଣ ବିଷପାନ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ପୁଷ୍ପଲତା ନାଏକ ଏବଂ ସଂଜୟ ନାଏକ । ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

{"id":210535,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.