Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବାର୍ଡ ଫ୍ଲୁ ଭୟ : କୃଷ୍ଣପ୍ରସାଦ ବ୍ଲକରେ କୁକୁଡ଼ା ମରା ଅଭିଯାନ ଜାରି, ୧୦ଟି ଟିମ୍ ନିୟୋଜିତ

18/12/2018 at 11:36 AM

ପୁରୀ ୧୮|୧୨: ବାର୍ଡ ଫ୍ଲୁ ଚିହ୍ନଟ ପରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଜାରି ରହିଛି କୁକୁଡ଼ା ମରା ଅଭିଯାନ । ପ୍ରଥମେ ବୁଦ୍ଧିବର ପଂଚାୟର ଦୁଇଟି ଫାର୍ମରେ କୁକୁଡା ମରାଯାଇଥିଲା । ପ୍ରଥମ ଦିନରେ ମରାଯାଇଥିଲା ୩୯୯ କୁକୁଡ଼ା । ଦ୍ବିତୀୟ ଦିନରେ ରାମଲେଙ୍କା ପଂଚାୟତର ବ୍ରହ୍ମଣଦେଓ ଗାଁରେ ଦୁଇଟି ଫାର୍ମରୁ କୁକୁଡା ମରାଯାଇଥିଲା । ଦ୍ବିତୀୟ ଦିନରେ ୨୭୬ ଟି, ତୃତୀୟ ଦିନରେ ୩୫୦୦ ଓ ଚତୁର୍ଥ ଦିନରେ ବ୍ରାହ୍ମଦେଓ କୁକୁଡ଼ା ଫାର୍ମରୁ ୩୦୧୦ଟି କୁକୁଡା ମରାଯାଇଛି । ବାର୍ଡ ଫ୍ଲୁ ବ୍ୟାପିଥିବା ସ୍ଥାନର ଏକ କିଲୋମିଟର ପରିଧି ଭିତିରେ ଆଜି ବି ଜାରି ରହିବ କୁକୁଡା ମରା ଅଭିଯାନ ।୧୦ଟି ଟିମ୍ କୁକୁଡାମରା ଅଭିଯାନରେ ନିୟୋଜିତ ହୋଇଛନ୍ତି ।

   Related Posts