ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ଧୋଇଗଲା ପୋଲ

20/08/2018 at 6:44 AM

ମାଲକାନଗିରି ୨୦/୮ : ଲଗାଣ ବର୍ଷା ଯୋଗୁଁ ମାଲକାନଗରି ଜିଲ୍ଲାର ହାଲ୍ ସଂପୁର୍ଣ ଭାବେ ବେହାଲ ଵୋଇପଡିଛି । ଜିଲ୍ଲାର ସମସ୍ତ ନଦୀରେ ଜଳ ସ୍ତର ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି । ମାଥିଲି ବ୍ଲକର ପାଙ୍ଗାମ ନଦୀ ପୋଲ ଉପରେ ୫ ରୁ ୬ ଫୁଟ ପାଣି ପ୍ରଭାହିତ ହେଇଛି ଫଳରେ ମାଲକାନଗିରି ଜୟପୁର ମଧ୍ୟରେ ଯୋଗା ଯୋଗ ସଂପୁର୍ଣ ଭାବେ ବିଚ୍ଛିନ୍ନ ରହିଛି । ଖୈରପୁଟ ବ୍ଲକର ଆମ୍ମାକୁଣ୍ଡ ଶୈବ ପିଠ ଯିବା ରାସ୍ତାର କୁମାରପୁଟ ଠାରେ ଏକ ପୋଲ ଭାଷି ଯାଇଛି ଫଳରେ ମାଝିଗୁଡା, କେନ୍ଦୁଗୁଡା ଓ ଗମ୍ଭାରିଭଟ୍ଟା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ବଣ୍ଡା ଘାଟିରେ ମଧ୍ୟ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି । ସେପଟେ ମାଲକାନଗିରି ଛତିଶଗଡ ସିମାନ୍ତ ସାବେରି ନଦୀ ପୋଲ ଉପରେ ମଧ୍ୟ ୫ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି ଫଳରେ ମାଲକାନଗିରି ସୁକୁମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।

   Related Posts