Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଛଅ ବର୍ଷ ଧରି ଚାଲିଛି ପୋଲ ନିର୍ମାଣ- ଏବେବି ବିପଜ୍ଜନକ ଭାବେ ନଦୀ ପାର ହେଉଛନ୍ତି ଲୋକ

21/11/2019 at 6:04 PM

ତରଭା ୨୧।୧୧- ଜନସାଧାରଣଙ୍କର ଗମନା ଗମନର ସୁବିଧା ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । ଲୋକେ ଯେପରି ନଦୀ ପାର ହେବା ପାଇଁ ଅସୁବିଧା ନ ଭୋଗିବେ ସେଥିପାଇଁ କୋଟିକୋଟି ଟଙ୍କା ବ୍ୟୟରେ ସେତୁ ନିର୍ମାଣ କରାଯାଉଛି । ହେଲେ ଅନେକ ସମୟରେ କିଛି ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଅର୍ଥ ଥାଇବି ସରକାରୀ କାର୍ଯ୍ୟରେ ବିଳମ୍ବ ଘଟୁଛି । ଫଳରେ ଆଜି ବି ବିପଜ୍ଜନକ ଭାବରେ ଦେଶୀଡଙ୍ଗାରେ ନଦୀ ପାର ହେଉଛନ୍ତି ଲେ କ । ।

ଚାଲିଛି ସେତୁ ନିର୍ମାଣ । ଦିନେକି ଦୁଇଦିନ ନୁହେଁ ଦୀର୍ଘ ଛଅ ବର୍ଷ ହେଲା ମନ୍ଥର ଗତିରେ ଚାଲିଛି ସେତୁ ନିର୍ମାଣ କାମ । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କଣ୍ଟାମାଳ ବନ୍ଧକେଡା ସେତୁ କଥା । ତରଭା ସହିତ ବୌଦ୍ଧ ଜିଲ୍ଲା କଣ୍ଟାମାଳକୁ ଯେ।ଗାଯେ।ଗ କରିବାକୁ ତେଲନଦୀ ଉପରେ ଆରମ୍ଭ ହେ।ଇଥିଲା ସେତୁ । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯେ।ଗୁଁ ବ୍ରିଜଟି ପୁରା ହେ।ଇପାରୁନି । ଏବବି ସେଇ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି ଲେ।କେ । ସାପ୍ତାହିକ ହାଟ ହେଉ କି ସ୍କୁଲ କଲେଜ ଦେଶୀ ଡଙ୍ଗା ହିଁ ଭରସା ।

ଯେନତେନ ପ୍ରକାର ବ୍ରିଜ୍ କାମ ସରିଯିବ । କିନ୍ତୁ ଆପ୍ରଚ୍ ରେ।ଡ ପାଇଁ କାର୍ଯ୍ୟକ୍ଷମ ହେ।ଇପାରିବନି ବ୍ରିଜ୍‌ଟି । କାରଣ ଆପ୍ର।ଚ ରେ।ଡ ପାଇଁ ଜମି ଛାଡୁ ନାହାନ୍ତି ଅଞ୍ଚଳବାସୀ । ସରକାର ଧାର୍ଯ୍ୟ କରିଥିବା ଦରଠୁ କମ୍ ଦିଆଯାଉଥିବାରୁ ସେମାନେ ଜମି ଛାଡୁନଥିବା କହିଛନ୍ତି । ଅନ୍ୟପଟେ ଜମି ଅଧିଗ୍ରହଣ ଚାଲିଛି, ଖୁବ୍ ଶୀଘ୍ର ବ୍ରିଜ ପୁରା ହେବ ବେ।ଲି ସେ କହିଛନ୍ତି ।

   Related Posts