Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଗୁଜରାଟ ଜୁନାଗଡରେ ଅଚାନକ ଦୁଇ ଫାଳ ହେଲା ବ୍ରିଜ, ଫାଟ ଭିତରେ ଗଳିପଡିଲା ୪ଟି କାର

7/10/2019 at 12:41 PM

ଜୁନାଗଡ଼ ୭/୧୦:  ଗୁଜରାଟ ଜୁନାଗଡରେ ଭୁଶୁଡିଲା ପୋଲ । ଫାଟ ଭିତରେ ଗଳିପଡିଲା ୪ଟି କାର । ଅନେକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ଜୁନାଗଡ ପାଖ ମଲାଙ୍କା ଗାଁରେ ଅଘଟଣ ଘଟିଛି । ପ୍ରବଳ ବର୍ଷା ଯୋଗୁ ବ୍ରିଜ ଭୁଶୁଡିଥିବା କୁହାଯାଉଛି ।

Damaged bridge on the river bed…

ଅଚାନକ ବ୍ରିଜଟି ମଝିରୁ ଦୁଇ ଫାଳ ହୋଇ ଯାଇଥିଲା । ୫ଶହ ମିଟର ଫାଟ ହୋଇ ଯାଇଥିଲା । ସେହି ସମୟରେ ବ୍ରିଜ ଉପରେ ଲୋକ ଯାଆସ କରୁଥିଲେ, ଫଳରେ କିଛି ଗାଡି ଫାଟ ଭିତରେ ଗଳି ପଡିଥିଲା ଏବଂ ଲୋକ ଆହତ ହୋଇଥିଲେ । ବ୍ରିଜ ଭୁଶୁଡିବା ଫଳରେ ଜୁନାଗଡ-ମୁନ୍ଦ୍ରା ରାସ୍ତାରେ ଯାତାୟତ ଠପ ହୋଇ ଯାଇଛି । ଏପଟେ ବ୍ରିଜର ନିମ୍ନ ମାନର କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି ।

   Related Posts