ଜୟପୁର ସ୍ଥିତ ଡିଏସ୍ଆର ଓ ତହସିଲ ଅଫିସରେ ଚାଲିଛି ଲାଞ୍ଚ କାରବାର
10/08/2018 at 3:44 PM

ଜୟପୁର ୧୦/୮ :- ଜୟପୁରସ୍ଥିତ ଡିଏସ୍ଆର ଓ ତହସିଲ ଅଫିସ ବିରୋଧରେ ସାଂଘାତିକ ଅଭିଯୋଗ । ଜମି ପଟ୍ଟାଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ପାଇଁ ଲୋକଙ୍କୁ ଦେବାକୁ ପଡୁଛି ହାତଗୁଂଜା । ଆଉ ହାତଗୁଂଜା ନଦେଲେ ଫାଇଲ ଘୁଂଚୁନି । ଫଳରେ ଏହି ଦୁଇ କାର୍ଯ୍ୟାଳୟକୁ ଲୋକେ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି ସିନା କାମ ହେଉନି । ଏପରି କିଛି ଅଭିଯୋଗ ବାର ବାର ହେଉଥିବା ବେଳେ ଏବେ ଏହି ହାତଗୁଂଜା କାରବାରର ଏକ ଷ୍ଟିଂଗ ଭିଡିଓ ସାମ୍ନାକୁ ଆସିଛି
Related Posts
ଗଞ୍ଜେଇ ଚୋରା ଚାଲାଣକୁ ନେଇ ଏସ୍ଟିଏଫ୍ର ଚଢ଼ାଉ, ଜବତ ହେଲା ସିଆଜ୍
26 February 2021
ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ପୋଡି ପାଉଁଶ ସବୁକିଛି
26 February 2021