Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଦୁଆ ଡ୍ରାଇଭର ହେବେ ସାବାଡ, ଏଣିକି ଟୋଲ୍ ଗେଟ୍‌ରେ ହେବ ଚେକିଂ

6/09/2019 at 2:19 PM

ଭୁବନେଶ୍ବର ୬।୯: ମଦୁଆ ଡ୍ରାଇଭରଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସର ନୂଆ ପଦକ୍ଷେପ । ଏଣିକି ମଦ ପିଇ ଗାଡି ଚଳାଇଲେ ଗିରଫ ହେବେ ଡ୍ରାଇଭର । ରାଜ୍ୟରେ ଥିବା ୧୪ଟି ଟୋଲ୍ ଗେଟ୍ ରେ ଆଜିଠାରୁ ଆରମ୍ଭ ହେବ ଏହି ଅଭିଯାନ । ବ୍ରେଥ୍ ଆନାଲାଇଜର ସହ ଡ୍ରାଇଭରଙ୍କର ହେବ ପରୀକ୍ଷା । ସୂଚନା ଦେଲେ ପୋଲିସ ଡିଜି ବିକେ ଶର୍ମା ।

   Related Posts