ବିଦ୍ୟାଳୟରେ ଆଚାର ଖାଇ ଜଣେ ଛାତ୍ରର ମୃତ୍ୟୁ, ୫ଜଣ ଛାତ୍ରଛାତ୍ରୀ ଗୁରୁତର

Published By : Prameya-News7 Bureau | September 12, 2018 IST

ନୟାଗଡ଼ ୧୧/୦୯ : ନୟାଗଡ଼ ଟାଉନ୍ ଥାନା ଅନ୍ତର୍ଗତ ନରସିଂହ ପ୍ରସାଦ ୟୁପି ସ୍କୁଲରେ ଅଘଟଣ । ବିଦ୍ୟାଳୟରେ ଆଚାର ଖାଇ ଜଣେ ଛାତ୍ରର ମୃତ୍ୟୁ । ମୃତ ଛାତ୍ର ନାଁ ରାଜେଶ ପରିଡ଼ା । ଆଉ ୫ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇ ପଡିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ସପ୍ତମ ଶ୍ରେଣୀରେ ପଢୁଥିଲେ । ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ବର ସ୍ଥାନାନ୍ତର ବେଳେ ରାକେଶଙ୍କର ବାଟରେ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.