Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ : କାଦୁଅ ରାସ୍ତାରେ ପ୍ରସବ କଲେ ମହିଳା
  • ||
  • ବାଘମାରୀ ବଜାରରେ ଗୁଳିମାଡ, ବ୍ୟବସାୟୀଙ୍କଠୁ ଲୁଟିଲେ ୫୦ ହଜାର ଟଙ୍କା
  • ||
  • ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୫୦୪ ସେଣ୍ଟରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ
  • ||

Breaking News : News7 (31.07.2018)

31/07/2018 at 9:47 PM

୧. ଯାଜପୁର କୋରେଇ ଥାନା ଅନ୍ତର୍ଗତ ବଣାପୁର ଛକ ନିକଟରେ ସଡ଼କ ଦୁର୍ଘଟଣା। ଜଣେ ବାଇକ ଚାଳକ ଦୁର୍ଘଟଣା ହୋଇଛନ୍ତି। ଉତ୍ୟକ୍ତ ଲୋକେ ୨୦ ନମ୍ବର ରାଜପଥ ଅବରୋଧ କରିଛନ୍ତି।
୨. କୁଆଖାଇ ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର।
୩. ମାଟୁ ତଳୁ ଉଦ୍ଧାର ହେଲା ମୃତଦେହ।

   Related Posts