Breaking News : News7 (31.07.2018)

Published By : Prameya-News7 Bureau | July 31, 2018 IST

୧. ଯାଜପୁର କୋରେଇ ଥାନା ଅନ୍ତର୍ଗତ ବଣାପୁର ଛକ ନିକଟରେ ସଡ଼କ ଦୁର୍ଘଟଣା। ଜଣେ ବାଇକ ଚାଳକ ଦୁର୍ଘଟଣା ହୋଇଛନ୍ତି। ଉତ୍ୟକ୍ତ ଲୋକେ ୨୦ ନମ୍ବର ରାଜପଥ ଅବରୋଧ କରିଛନ୍ତି। ୨. କୁଆଖାଇ ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ୩. ମାଟୁ ତଳୁ ଉଦ୍ଧାର ହେଲା ମୃତଦେହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.