Breaking News : News7 (26.07.2018)

Published By : Prameya-News7 Bureau | July 26, 2018 IST

1. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ ନେଇ ବିଚାର ବିମର୍ଶ । ଶ୍ରୀମନ୍ଦିର ସଂସ୍କାର ନେଇ ଗୋବର୍ଦ୍ଧନ ପୀଠରେ ଆଲୋଚନା। ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରୁଛନ୍ତି ଗଜପତି ଦିବ୍ୟସିଂହ ଦେବ। ଛତିଶା ନିଯୋଗର ସମସ୍ତ ସଭ୍ୟ ମଧ୍ୟ ଆଲୋଚନାରେ ସାମିଲ ହୋଇଛନ୍ତି। 2. ରାଉରକେଲା ବେଦବ୍ୟାସ ଛକରେ ଦୁର୍ଘଟଣା। ଟ୍ରଲର ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। 3. କଟକ ସହରରୁ ଚେନ୍ ଲୁଟେରା ଗ୍ୟାଙ୍ଗ ଗିରଫ। ୫ ଜଣଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.