Breaking News : News7 (19.07.2018)
19/07/2018 at 5:34 PM

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଚାପାରେ ୫ ସ୍କୁଲ ଛାତ୍ରଛାତ୍ରୀ ମୃତ । ୯ ଜଣ ଗୁରୁତର ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ରାଣୀତାଲ ନିକଟ ରାହାଞ୍ଜ ଛକରେ ଆଜି ଅପରାହ୍ନରେ ଘଟିଛି ଏହି ହୃଦୟ ବିଦାରକ ଦୁର୍ଘଟଣା । ଦୁର୍ଘଟଣାସ୍ଥଳର ସ୍ଥିତି ଅତ୍ୟନ୍ତ ଦୁଃଖଦାୟକ ହୋଇଥିବା ବେଳେ ଉତ୍ୟକ୍ତ ଲୋକେ ପୋଡ଼ାଜଳା କରି ରାସ୍ତା ଅବରୋଧ କରିଛନ୍ତି ।
Related Posts
ଗୋଟିଏ ଫୋନ୍ କଲ୍, ଆକାଉଣ୍ଟରୁ ଗାଏବ ହୋଇଗଲା ୬୦ ହଜାର ଟଙ୍କା
26 February 2021
ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର, ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଆଶଙ୍କା
26 February 2021