Breaking News : News7 (08.08.2018)
8/08/2018 at 9:19 PM

୧. ସମ୍ୱଲପୁର ହିରାକୁଦରେ ଥିବା ହିଣ୍ଡାଲ୍ ସ୍ମେଲଟର ପ୍ଲାଣ୍ଟରେ ବିସ୍ପରଣ। ଦୁଇ ଜଣ ଶ୍ରମିକ ଗୁରୁତର ଆହତ। ସେମାନଙ୍କ ଶରୀରର ୪୦ ପ୍ରତିଶତ ପୋଡ଼ିଯିବା ସହ ମୁଣ୍ଡ, ଗୋଡ଼,ପେଟ ଓ ମୁହଁରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ସମ୍ୱଲପୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଜଣ ଶ୍ରମିକ ହେଲେ ସୁଦାମ ଖମାରୀ ଏବଂ ବାଳକୃଷ୍ଣ ଗରୁଡ଼।
୨. ଜାହଜରୁ ଖସିପଡ଼ିଲେ ନାବିକ।
୩. ଛେଳି ଚୋର ସନ୍ଦେହରେ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ।
Related Posts
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021