Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

BREAKING NEWS : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୋମା ମାଡ଼ ଏବଂ ରାଜ୍ୟ କ୍ୟାବିନେଟରେ ୧୩ ଟି ପ୍ରସ୍ତାବରେ ମୋହର

26/05/2018 at 4:26 PM

୧) – ଭୁବନେଶ୍ୱର ରାମ ମନ୍ଦିର ପାଖ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୋମା ମାଡ଼। କାର୍ଯ୍ୟାଳୟ ଫାଟକ ସାମ୍ନାରେ ଦୁଇଟି ବୋମା ଫିଙ୍ଗୀ ଦୁର୍ବୁତ ଫେରାର୍ । ଖାରବେଳ ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଦୁଇ ଜଣଙ୍କୁ ଆଟକ ରଖି ପଚରାଉଚରା କରୁଛି ଖାରବେଳ ଥାନା ପୋଲିସ ।
୨) – ରାଜ୍ୟ କ୍ୟାବେନେଟରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା ମୋହର । ଶତ ପ୍ରତିଶତ ପାଇଥିବା ବ୍ଲକଗ୍ରାଣ୍ଡ ଶିକ୍ଷକ ମାନଙ୍କୁ ଶହେ ପ୍ରତିଶତ ଗ୍ରାଣ୍ଟ ଇନ୍ ଏଡ୍ ମାଳିବ । ୨,୮୯୭ଟି ସ୍କୁଲର ୨୫,୬୦୪ କର୍ମଚାରୀ ପାଇବେ ଗ୍ରାଣ୍ଟ ଇନ୍ ଏଡ୍ । ଜାନୁୟାରୀ ପହିଲା ୨୦୧୮ରୁ ଏହା ଲାଗୁ ହେବ । ସେହିଭଳି ସଂସ୍କୃତ ମହାବିଦ୍ୟାଳୟରେ ଶତ ପ୍ରତିଶତ ଅନୁଦାନ ଶିକ୍ଷକମାନେ ମଧ୍ୟ ଶହେ ପ୍ରତିଶତ ଗ୍ରାଣ୍ଟ ଇନ୍ ଏଡ୍ ପାଇବେ। ୧୪୯୯ ବେଶରକାରୀ ଅନୁଦାନ କଲେଜର ୧୫୭୩୮ କର୍ମଚାରୀ ମଧ୍ୟ ପାଇବେ ଶହେ ପ୍ରତିଶତ ଗ୍ରାଣ୍ଟ ଇନ୍ ଏଡ୍। ଓଡ଼ିଶା ଜୁଡିସିଆଲ ସର୍ଭିସ ପାଇଁ ଦୁଇ ବର୍ଷ ଟ୍ରେନିଂ ବଦଳରେ ଏକ ବର୍ଷ ଟ୍ରେନିଂ ହେବ ।
୩) – ହୀରାକୁଦ ବାମପାର୍ଶ୍ୱରେ ଷ୍ଟିଲ୍‌ ଓ୍ୱେ ନିର୍ମାଣ ହେବ । ଏଥିପାଇଁ ୩୬୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ କ୍ୟାବିନେଟ ମଞ୍ଜୁରି ମିଳିଛି ।

Leave a Reply

   Related Posts