ଇନ୍ଦ୍ରାବତୀ ଡାହାଣ କେନାଲରେ ଘାଇ, ଗାଁରେ ପସିଲା ପାଣି

Published By : Prameya-News7 Bureau | April 25, 2019 IST

କଳାହାଣ୍ଡି ୨୫|୪: କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଡାହାଣ କେନାଲର ଦକ୍ଷିଣ ପଟ ବନ୍ଧରେ ଘାଇ । ପଣ୍ଡିଗାଁ ଜନବସତିକୁ ପସିଲା କେନାଲ ପାଣି । ବୁଧବାର ବିଳମ୍ବିତ ରାତିରେ କେନାଲ ରେ ଘାଇ ହୋଇଥିବା ସୁଚନା ମିଳିଛି । ଗାଁ ରେ ଚାରି ଫୁଟ ର ପାଣି ଜମି ରହିଛି । ଶହ ଶହ ଏକର ଚାଷ  ଜମି ଜଳମଗ୍ନ ହୋଇଛି । ଇନ୍ଦ୍ରାବତୀ କର୍ତ୍ତୃପକ୍ଷ କେନାଲ ପାଣି ବନ୍ଦ କରିଛନ୍ତି ।

{"id":106996}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.