Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଫିଲ୍ମ‘ବ୍ରହ୍ମାସ୍ତ୍ର’ର ଟିମ୍ ନେଲେ ଅଙ୍ଗଦାନ କରିବାର ନିଷ୍ପତି, ଫ୍ୟାନ୍ସମାନଙ୍କୁ ମଧ୍ୟ କଲେ ନିବେଦନ

9/03/2021 at 1:06 PM

ମୁମ୍ବାଇ ୦୯/୦୩: ୧୧ ମାର୍ଚ୍ଚ, ଗୁରୁବାର ୱାର୍ଲଡ୍ କିଡ୍ନୀ ଡେ’ । ଏହି ଅବସରରେ ଫିଲ୍ମ ‘ବ୍ରହ୍ମାସ୍ତ୍ରର’ ପୁରା ଟିମ୍ ରଣବୀର କପୁର, ଆଲିୟା ଭଟ୍ଟ, ଆୟାନ ମୁଖାର୍ଜୀ, କରନ ଜୋହର ଏବଂ ଅମିତାଭ ବଚ୍ଚନ ନିଜର କିଡ୍ନୀ ଦାନ କରିବାକୁ ନିଷ୍ପତି ନେଇଛନ୍ତି । ଷ୍ଟାରମାନେ କେବଳ ତାଙ୍କର କିଡ୍ନୀ ନୁହେଁ ବରଂ ତାଙ୍କର ଅନ୍ୟ ଅଙ୍ଗ ସବୁ ମଧ୍ୟ ଦାନ କରିବାକୁ ସଂକଳ୍ପ ନେଇଛନ୍ତି । ତାଙ୍କର ଏହି ନିଷ୍ପତିକୁ ଫ୍ୟାନ୍ସମାନେ ଖୁବ୍ ପ୍ରଶଂସା କରୁଛନ୍ତି ।  ବାସ୍ତବରେ ଆଲିୟା ଏବଂ ଅମିତାଭ ବଚ୍ଚନଙ୍କ ସମେତ ଅନ୍ୟ ଷ୍ଟାରମାନେ ଏହି ନିଷ୍ପତି ଗାନ୍ଧୀ ଫାଉଣ୍ଡେସନ୍ ନାମରେ ଚାଲୁଥିବା ଏକ ଭର୍ଚୁଆଲ୍ ୱାକାଥନ୍ ଦ୍ୱାରା ନେଇଛନ୍ତି ।

Ranbir not Ranveer': Trolls correct Amitabh Bachchan when he posts selfie  with 'Brahmastra' team including Alia Bhatt

ଆୟାନ ଏବଂ କରନ ଲୋକମାନଙ୍କୁ ନିବେଦନ କରିଛନ୍ତି , ସେମାନେ ମଧ୍ୟ କିଡ୍ନୀ ଏବଂ ଅନ୍ୟ ଅଙ୍ଗ ଦାନ କରନ୍ତୁ । ଅଭିନେତା ମାନେ ନିଜର ଅଙ୍ଗ ଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଛନ୍ତି । ସେ କହିଛନ୍ତି, ‘ଜଣେ ପ୍ରକୃତ ହିରୋ ସେହି ହୋଇଥାଏ ଯିଏ ପ୍ରତ୍ୟେକ ବ୍ୟକ୍ତିକୁ ପୁନଶ୍ଟ ତାର ଜୀବନ ଜୀଇଁବାରେ ସାହାଯ୍ୟ କରିଥାଏ । ସେଥିଲାଗି ଆମେ ଅଙ୍ଗ ଦାନ କରିବାକୁ ନିଷ୍କତି ନେଇଛୁ ।‘

Ranbir Kapoor Contracts Covid-19? Uncle Randhir Kapoor Not Sure What He Has  Got

ରଣବୀର କପୁର କହିଛନ୍ତି, ମୋର ଏହି ନିଷ୍ପତିରେ ଜଣେ କିମ୍ବା ଦୁଇ ଜଣଙ୍କ ଜୀବନରେ କଛି ପାର୍ଥକ୍ୟ ଆସିବ ବୋଲି ମୁଁ ଆଶା କରୁଛି ଆଉ ସେହି ଲୋକମାନେ ଆଗକୁ ଯାଇ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିପାରିବେ ଏବଂ ଏହି ପକ୍ରିୟା ଆଗକୁ ଜାରି ରହିବ ।

Amitabh Bachchan spreads fake news about coronavirus, again | NewsBytes

ଅମିତାଭ ବଚ୍ଚନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ସବୁଜ ରଙ୍ଗର ରିବନ୍ ଏଥିଲାଗି ପିନ୍ଧୁଛନ୍ତି କି ସେ ଅଙ୍ଗଦାନ କରିବାର ସଂକଳ୍ପ ନେଇଛନ୍ତି ଏବଂ ଅନ୍ୟ ଲୋକମାନଙ୍କୁ ମଧ୍ୟ ଏହାର ପ୍ରେରଣା ଦେବାକୁ ଚାହୁଁଛନ୍ତି । ସବୁଜ ରିବନ୍ ଅଙ୍ଗ ଦାନର ପ୍ରତୀକ ହୋଇଥାଏ ।

   Related Posts