ଶ୍ବଶୁର ଘର ସାମ୍ନାରେ ବୋହୂ ଧାରଣା ଦେବା ଘଟଣା: ଉଭୟ ସ୍ୱାମୀ-ସ୍ତ୍ରୀ ୭ ଦିନ ଗୋଟିଏ ଘରେ ରହିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

Published By : Prameya-News7 Bureau | December 02, 2021 IST



ବ୍ରହ୍ମପୁର, ୦୨/୧୨: ଶ୍ବଶୁର ଘର ସମ୍ମୁଖରେ ବୋହୂ ଧାରଣା ଦେବା ଘଟଣାରେ ବ୍ରହ୍ମପୁର ଏସଡିଜେଏମ କୋର୍ଟ ଶୁଣାଇଲେ ରାୟ । ଉଭୟ ସ୍ବାମୀ ସ୍ତ୍ରୀ ସୁମିତ ଓ ତପସ୍ବିନୀ ଆଜି ରାତି ଠାରୁ ୭ ଦିନ ପର୍ଯ୍ୟନ୍ତ ଆସିକାରେ ଏକତ୍ରିତ ରହିବେ । ୭ ଦିନ ପରେ ପୁଣି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହେବେ ।

wp:html /wp:html

୭ ଦିନ ପର୍ଯ୍ୟନ୍ତ ଉଭୟ ସୁମିତ ଓ ତପସ୍ବିନୀଙ୍କ ପରିବାର ଲୋକେ ସେମାନଙ୍କୁ ଦେଖା କରିପାରିବେନି କି ଉଭୟଙ୍କ ସହ ରହିପାରିବେନି । ଏନେଇ ତପସ୍ବିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.