Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ରଣକ୍ଷେତ୍ର ପାଲଟିଲା ବ୍ରହ୍ମଗିରି ବ୍ଲକ ଅଫିସ କ୍ୟାମ୍ପସ

29/08/2018 at 12:26 PM

ରଣକ୍ଷେତ୍ର ପାଲଟିଲା ବ୍ରହ୍ମଗିରି ବ୍ଲକ ଅଫିସ କ୍ୟାମ୍ପସ । ଧରଣାରତ ଜନ ପ୍ରତିନିଧିଙ୍କ ସହ ବିଜେଡି କର୍ମୀ ମୁହାଁ ମୁହିଁ ହେବାରୁ ଘଟିଛି ସଂଘର୍ଷ । ଆଜିକୁ ୩ ଦିନ ହେଲା ବ୍ରହ୍ମଗିରିରି ବ୍ଲକର କିଛି ଜନ ପ୍ରତିନିଧି ବିଭିନ୍ନ ଦାବିରେ ବ୍ଲକ କାର୍ଯ୍ୟଳୟରେ ଧାରଣା ଦେଉଥିଲେ । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଧରାଣା ଆନ୍ଦୋଳନର ସମାଧାନ ଲାଗି ଉଦ୍ୟମ କରାଯାଇଥିଲା । କିଛି ପ୍ରଶାସନୀକ ଅଧିକାରୀ ବ୍ଲକ କାର୍ଯ୍ୟାଳୟରେ ଧାରଣାରତ ଜନପ୍ରିତିନିଧିଙ୍କ ସହ ଆଲୋଚନା କରୁଥିବା ବେଳେ ହଠାତ୍ ସେଠାକୁ ଧସେଇ ପସିଥିଲେ କିଛି ବିଜେଡି କର୍ମୀ । ଧାରଣାରତ ଜନପ୍ରତିନିଧି ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ଗଣ୍ଡଗୋଳରୁ ବ୍ଲକ ପରିସର ଅଶାନ୍ତ ହୋଇଥିଲା । ଏପରିକି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ବ୍ଲକ କାର୍ଯ୍ୟଳୟ ପାଲଟିଥିଲା ଋଣକ୍ଷେତ୍ର । ମାଡପିଟରେ ୪ ଜଣ ଆହତ ହୋଇଛନ୍ତି । ଉତ୍ତେଜନାକୁ ଦେଖି ବ୍ଲକ ପରିସରରେ ୧୪୪ ଧାରା ଜାରି କରାଯାଇଛି ।

   Related Posts