Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବିରଳ ବ୍ରହ୍ମକମଳ, ଦେଖିବାକୁ ଲାଗିଲା ଭିଡ : ଜଗନ୍ନାଥଙ୍କୁ ଲାଗି ହେଲା

15/05/2020 at 4:51 PM

ଭୁବନେଶ୍ୱର ୧୫/୦୫ : ବାଡ଼ିରେ ଫୁଟିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ ଫୁଲ – ବ୍ରହ୍ମକମଳ । କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ସୁଆଂଲୋ ଗାଂରେ ବିଜୟ ନାୟକଙ୍କ ବାଡ଼ିରେ ଏହି ଦୁର୍ଲ୍ଲଭ ଫୁଲଟି ଫୁଟିଛି ।

ସାଧାରଣ ଭାବେ ବିରଳ ଏହି ଫୁଲ ଫୁଟିଥିବା ଖବର ଆଲୋଚନାର ଖୋରାକ ସହଏହା ଦେଖିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । ନିକଟସ୍ଥ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଠାରେ ଏହି ଫୁଲ ଲାଗି କରାଯାଇଛି । ଏହି ଫୁଲ ଦର୍ଶନରେ ସବୁ ଅଭିଳାଷ ପୂର୍ଣ୍ଣହୁଏ ଓ ଗ୍ରହଦୋଷ ଦୂର ହୁଏ ବୋଲି ବିଶ୍ୱାସ ରହିଛି ।

   Related Posts