ବିରଳ ବ୍ରହ୍ମକମଳ, ଦେଖିବାକୁ ଲାଗିଲା ଭିଡ : ଜଗନ୍ନାଥଙ୍କୁ ଲାଗି ହେଲା

Published By : Prameya-News7 Bureau | May 15, 2020 IST

ଭୁବନେଶ୍ୱର ୧୫/୦୫ : ବାଡ଼ିରେ ଫୁଟିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ ଫୁଲ - ବ୍ରହ୍ମକମଳ । କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ସୁଆଂଲୋ ଗାଂରେ ବିଜୟ ନାୟକଙ୍କ ବାଡ଼ିରେ ଏହି ଦୁର୍ଲ୍ଲଭ ଫୁଲଟି ଫୁଟିଛି ।

{"id":270406,"sizeSlug":"large"}

ସାଧାରଣ ଭାବେ ବିରଳ ଏହି ଫୁଲ ଫୁଟିଥିବା ଖବର ଆଲୋଚନାର ଖୋରାକ ସହଏହା ଦେଖିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । ନିକଟସ୍ଥ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଠାରେ ଏହି ଫୁଲ ଲାଗି କରାଯାଇଛି । ଏହି ଫୁଲ ଦର୍ଶନରେ ସବୁ ଅଭିଳାଷ ପୂର୍ଣ୍ଣହୁଏ ଓ ଗ୍ରହଦୋଷ ଦୂର ହୁଏ ବୋଲି ବିଶ୍ୱାସ ରହିଛି ।

{"id":270405,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.