ମାଓ ଦମନ ପାଇଁ ବୌଦ୍ଧରେ ପୋଲିସର କମ୍ବିଙ୍ଗ ଅପରେସନ
1/08/2018 at 5:54 AM

ମାଓ ଦମନ ପାଇଁ ବୌଦ୍ଧରେ ପୋଲିସର କମ୍ବିଙ୍ଗ ଅପରେସନ | ବୌଦ୍ଧରେ ମାଓ ଦମନ ପାଇଁ କମ୍ବିଙ୍ଗ ଅପରେସନ କରୁଛି ପୋଲିସ | କୁଶଙ୍ଗ ସାତକୋଶିଆ ଅଭୟାରଣ୍ୟରେ କମ୍ବିଙ୍ଗ ଅପରେସନକୁ ଜୋର କରାଯାଇଛି | ଅଭୟାରଣ୍ୟରେ ୨୦୦ରୁ ଅଧିକ ମାଓବାଦୀ ଥିବା ସନ୍ଦେହ କରାଯାଉଛି | ମାଓବାଦୀ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ |
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021