ଲାଂଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ ,୫୦ ହଜାର ନେଉଥିଲେ ଲାଂଚ

Published By : Prameya-News7 Bureau | February 04, 2019 IST

ବୌଦ୍ଧ ୪/୨- ବୌଦ୍ଧ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବଗ୍ରାହୀ  ସାମନ୍ତରାୟ ଧରାପଡ଼ିଛନ୍ତି ବୌଦ୍ଧ ଭିଜିଲାନ୍ସ ଜାଲରେ । ବିଲ କରେଇଦେବାକୁ କହି ଖୁଣ୍ଟବନ୍ଧର ମିତ୍ରଭାନୁ ପ୍ରଧାନଙ୍କ ଠାରୁ ୫୦ ହଜାର ଲାଂଚ ନେଉଥିବା ବେଳେ ନିଜ ବାସଭବନରୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.