Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଘରେ ପଶି ଦୃବୁର୍ତ୍ତ ମାଆ-ଝିଅ ପରସ୍ପରଙ୍କ ଆଗରେ ଏମିତି କାମ କଲା , ଜାଣିଲେ ତାଜୁବ ହୋଇଯିବେ

4/01/2019 at 8:54 PM

ଶାମଲୀ ୪/୧- ଉତ୍ତରପ୍ରଦେଶର ଶାମଲୀ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଜଣେ ଦୃବୁର୍ତ୍ତ ମହିଳାଙ୍କ ଘରେ ପଶି ମାଆକୁ ଝିଅ ସାମ୍ନାରେ ଓ ଝିଅକୁ ମା ସାମ୍ନାରେ ଜଘଣ୍ୟଭାବେ କରିଛି ହତ୍ୟା । ହତ୍ୟାପଛରେ ରହିଛି ସବୁଠୁ ବଡ଼ ରହସ୍ୟ । ଅପରାଧୀ ଏହି ଘଟଣାରୁ ଖସିଯିବା ପାଇଁ ଶବ ଦୁଇଟିକୁ କରିଛି ବିକୃତ ।

ଘଟଣା ଘଟିଛି ଉତ୍ତରପ୍ରଦେଶର ଶାମଲୀ ଜିଲ୍ଲାର ବିଡ଼ୌଲୀ ଗାଁରେ । ଘଟଣାର ରାତିରେ ଅପରାଧୀ ଘର ଭିତରେ ପଶି ମାଆ-ଝିଅଙ୍କୁ ଚୋରି କରିବା ପାଇଁ କରିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡ ପଛରେ ଚୋରୀ ସହ ଝିଅ ସହ ଦୁଷ୍କର୍ମ ମଧ୍ୟ ଅନ୍ୟ କାରଣ ବୋଲି ପୋଲିସ କହିଛି  । କିଛିଦିନ ପୂର୍ବରୁ ମହିଳାଙ୍କ ସ୍ଵାମୀ ମରିଯାଇଥିବାରୁ ଘରେ ମାଆ-ଝିଅ ବ୍ୟତୀତ ଆଉ କେହି ରହୁ ନଥିଲେ । ଏହି ମୌକାରେ ଅପରାଧୀ ଟଂକା, ସୁନାଗହଣା ନେବା ସହ ଘରେଥିବା ୨୪ ବର୍ଷବୟସ୍କ ଝିଅସହ ଦୁଷ୍କର୍ମ କରିଥିବାର ଜଣାଯାଇଛି ।

ମାଆଝିଅଙ୍କୁ ହତ୍ୟାକରିବା ପରେ ତାଙ୍କ ମୁହଁକୁ ବିକୃତ କରିଦେଇଥିବା ପୋଲିସ ଶବକୁ ଉଦ୍ଧାରକଲାବେଳେ ପ୍ରକାଶ କରିଛି । ଏହି ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିନି ପୋଲିସ । ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ  ବିଭିନ୍ନ ଆଡ଼େ ତନାଘନା କରୁଛି ।  

   Related Posts