ମହୁ ପାଇଁ ବୋତଲର ଠିପି ଖୋଲିଲେ ମହୁମାଛି- ଦେଖନ୍ତୁ ଭିଡିଓ

Published By : Prameya-News7 Bureau | February 08, 2020 IST

ନୂଆଦିଲ୍ଲୀ ୦୮।୦୨ - ମହୁ ମାଛିମାନେ ପରିଶ୍ରମୀ । ପ୍ରରିଶ୍ରମ ପାଇଁ ମହି ମାଛିଙ୍କର ଉଦାହରଣ ଦିଆଯାଏ । ସେମାନେ ଫୁଲରୁ ଫୁଲକୁ ଉଡି ମହୁ ସଂଗ୍ରହ କରିଥାଆନ୍ତି । ମହୁ ମାଛିମାନେ ସବୁ ବେଳେ ଏକାଠି ହୋଇ କାମ କରନ୍ତି । ଏକତା ହିଁ ବଳ ଏହା ମହୁ ମାଛିମାନଙ୍କଠାରୁ ଶିଖିବାକୁ ମିଳିଥାଏ ।

wp:core-embed/twitter {"url":"https://twitter.com/NaturelsLit/status/1225944310975213568?s=20","type":"rich","providerNameSlug":"twitter","className":""}
https://twitter.com/NaturelsLit/status/1225944310975213568?s=20
/wp:core-embed/twitter

କେବଳ ସେତିକି ନୁହେଁ ଏମାନେ ଏକାଠି ହୋଇ ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥାଆନ୍ତି। ନିଜ ବସାର ରକ୍ଷା ପାଇଁ ଜୀବନ ବି ଦେଇ ପାରନ୍ତି ।

{"id":221854,"sizeSlug":"large"}

ଏକାଠି ହୋଇ ମହୁ ମାଛି ମାନେ କାମ କରୁଥିବାର ଏକ ଭିଡିଓ ଏବେ ବେଶ୍‌ ଭାଇରାଲ୍‌ ହୋଇଛି । ହଜାର ହଜାର ସଂଖ୍ୟାରେ ଏହାକୁ ବ୍ୟବହାରକାରୀମାନେ ଲାଇକ୍‌ ଓ ସେୟାର କରୁଛନ୍ତି ।

{"id":221853,"sizeSlug":"large"}

ଏକ ଟେବୁଲ୍‌ ଉପରେ ବୋତଲରେ ମହୁ ରଖାଯାଇଛି। ଏଥିରୁ ମହୁ ଖାଇବା ପାଇଁ ଅନେକ ମହୁ ମାଛି ଆପ୍ରାଣ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।

{"id":221852,"sizeSlug":"large"}

ପ୍ରଥମେ ୨ତିନିରୁ ପରେ ଅନେକ ମହୁ ମାଛି ଏକାଠି ହୋଇ ଏହି ବୋତଲର ଠିପିକୁ ଖୋଲି ଦେଉଥିବା ଦେଖିବା ପାଇଁ ମିଳିଛି । ଏହାପରେ ମହୁମାଛିମାନେ ଅନାୟସରେ ମହୁ ଖାଇ ପାରୁଛନ୍ତି ।

{"id":221851,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.