Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ମହୁ ପାଇଁ ବୋତଲର ଠିପି ଖୋଲିଲେ ମହୁମାଛି- ଦେଖନ୍ତୁ ଭିଡିଓ

8/02/2020 at 2:41 PM

ନୂଆଦିଲ୍ଲୀ ୦୮।୦୨ – ମହୁ ମାଛିମାନେ ପରିଶ୍ରମୀ । ପ୍ରରିଶ୍ରମ ପାଇଁ ମହି ମାଛିଙ୍କର ଉଦାହରଣ ଦିଆଯାଏ । ସେମାନେ ଫୁଲରୁ ଫୁଲକୁ ଉଡି ମହୁ ସଂଗ୍ରହ କରିଥାଆନ୍ତି । ମହୁ ମାଛିମାନେ ସବୁ ବେଳେ ଏକାଠି ହୋଇ କାମ କରନ୍ତି । ଏକତା ହିଁ ବଳ ଏହା ମହୁ ମାଛିମାନଙ୍କଠାରୁ ଶିଖିବାକୁ ମିଳିଥାଏ ।

କେବଳ ସେତିକି ନୁହେଁ ଏମାନେ ଏକାଠି ହୋଇ ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥାଆନ୍ତି। ନିଜ ବସାର ରକ୍ଷା ପାଇଁ ଜୀବନ ବି ଦେଇ ପାରନ୍ତି ।

ଏକାଠି ହୋଇ ମହୁ ମାଛି ମାନେ କାମ କରୁଥିବାର ଏକ ଭିଡିଓ ଏବେ ବେଶ୍‌ ଭାଇରାଲ୍‌ ହୋଇଛି । ହଜାର ହଜାର ସଂଖ୍ୟାରେ ଏହାକୁ ବ୍ୟବହାରକାରୀମାନେ ଲାଇକ୍‌ ଓ ସେୟାର କରୁଛନ୍ତି ।

ଏକ ଟେବୁଲ୍‌ ଉପରେ ବୋତଲରେ ମହୁ ରଖାଯାଇଛି। ଏଥିରୁ ମହୁ ଖାଇବା ପାଇଁ ଅନେକ ମହୁ ମାଛି ଆପ୍ରାଣ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।

ପ୍ରଥମେ ୨ତିନିରୁ ପରେ ଅନେକ ମହୁ ମାଛି ଏକାଠି ହୋଇ ଏହି ବୋତଲର ଠିପିକୁ ଖୋଲି ଦେଉଥିବା ଦେଖିବା ପାଇଁ ମିଳିଛି । ଏହାପରେ ମହୁମାଛିମାନେ ଅନାୟସରେ ମହୁ ଖାଇ ପାରୁଛନ୍ତି ।

   Related Posts