Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଆସାମ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଓ୍ବିଙ୍ଗ୍‌ କମାଣ୍ଡର ବର୍ଣ୍ଣାଳୀ ଗୋଗୋଇ

30/10/2020 at 1:06 PM

ନୂଆଦିଲ୍ଲୀ ୩୦/୧୦: ସେନାରେ ଦିନକୁ ଦିନ ମହିଳା ଅଧିକାରୀଙ୍କୁ ନୂଆ ସୁଯୋଗ ଦିଆଯାଉଛି। ଏବେ ଏଥିରେ ଯୋଡି ହୋଇଛନ୍ତି ବର୍ଣ୍ଣାଳୀ ଗୋଗଇ। ଆସାମର ଭାରତୀୟ ବାୟୁସେନା (ଆଇଏଏଫ)ରେ ବର୍ଣ୍ଣାଳୀ ଗୋଗୋଇ ନୂଆ ଇତିହାସ ରଚିଛନ୍ତି। ଅର୍ଥାତ ବଣ୍ଣାଳୀ ଗୋଗଇ ଆସାମର ପ୍ରଥମ ଭାରତୀୟ ବାୟୁସେନାର ମହିଳା ଓ୍ବିଙ୍ଗ୍‌ କମାଣ୍ଡର ହୋଇଛନ୍ତି।

ସେ ଆସାମର ଲକ୍ଷ୍ମୀପୁରରେ ରହନ୍ତି। ୧୯୯୬ ମେ ୨୭ରେ ତାଙ୍କୁ ଆଇଏଏଫରେ କମିଶନ ମିଳିଥିଲା। ଏହା ପରେ ଫ୍ଲାଇଙ୍ଗ ଅଫିସର ଓ ଫ୍ଲାଇଙ୍ଗ ଲେଫ୍ଟନାଣ୍ଟ ପଦରେ ତାଙ୍କୁ ପ୍ରମୋଟ କରାଯାଇଥିଲା। ଏବେ କିଛି ଦିନ ତଳେ ତାଙ୍କୁ ଓ୍ବିଙ୍ଗ କମାଣ୍ଡର ଭାବେ ପ୍ରମୋସନ ମିଳିଛି।

ସୂଚନାଯୋଗ୍ୟ ଆଥଲିଟ୍ ହିମା ଦାସ, ବକ୍ସର ଜମୁନା ବେରୋ, ଅଞ୍ଜନ ସକିୟା, ଫିଲ୍ମମେକର ରିମା ଦାସ, ଫୋକ୍ ସିଙ୍ଗର ପ୍ରତିମା ପାଣ୍ଡେ, ପଦ୍ମଶ୍ରୀ ନଳିନୀ ଦେବୀଙ୍କ ତାଲିକାରେ ଏବେ ଗୋଗଇଙ୍କ ନାଁ ସାମିଲ ହୋଇଛି।

   Related Posts