Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସୀମାନ୍ତରେ ଚେକିଂ କଡାକଡି: RTPCR ନେଗେଟିଭ୍ ରିପୋର୍ଟ, ୨ ଡୋଜ୍ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ

11/04/2021 at 12:54 PM

ଭୁବନେଶ୍ୱର ୧୧/୪: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଛତିଶଗଡ଼ ଓଡିଶା ସୀମାନ୍ତରେ ଚେକିଙ୍ଗକୁ ଜୋରଦାର କରାଯାଉଛି । ଆରଟିଓ ମାନେ ମଧ୍ୟ ଚେକିଙ୍ଗରେ ସାମିଲ ଅଛନ୍ତି । ମାସ୍କ ଓ ଆରଟିପିସିଆର ନେଗେଟିଭ ରିପୋର୍ଟ ଏବଂ ୨ ଡୋଜ ଭ୍ୟାକ୍ସିନ ସାର୍ଟିଫିକେଟ ଦେଖାଯାଉଛି । ବସ ଗୁଡ଼ିକରେ ମାସ୍କ ଚେକିଙ୍ଗକୁ କଡ଼ାକଡ଼ି କରାଯାଇଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିବା ପ୍ରସଙ୍ଗରେ ବି ପହିବହନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ରିପୋର୍ଟ ମାଗିଛନ୍ତି, ଏହା ଭଲ କଥା । ଏହା ଦ୍ୱାରା ବିଭାଗ ଅଧିକ ଚଳଚଞ୍ଚଳ ହେବ । ଆମେ ଆମ ବିଭାଗର ରିପୋର୍ଟ ଦେବୁ । ଏଇଟା ମୁଖ୍ୟମନ୍ତ୍ରୀଙ୍କ ବହୁତ ଭଲ ପଦକ୍ଷେପ । କଣ ଆମ ବିଭାଗରେ କାର୍ଯ୍ୟ ହୋଇଛି ତାହା ସାଧାରଣ ଲୋକେ ଜାଣି ପାରିବେ ।

   Related Posts