Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ବଲପୁରରେ ବୁଥ୍ ରିଗିଂ ଅଭିଯୋଗ

23/04/2019 at 9:38 AM

ସମ୍ବଲପୁର ୨୩|୪: ସମ୍ବଲପୁରରେ ବୁଥ୍ ନଂ ୧୫୭ ବୁଥ୍ ରିଗିଂ ଅଭିଯୋଗ ହୋଇଛି । ବଳ ପୂର୍ବକ ଭୋଟିଂ କରାଯାଉଥିବା ଅଭିଯୋଗ ହୋଇଛି । ଘଟଣାରେ ଦୁଇ ଜଣଙ୍କୁ ଉଠାଇ ନେଇଛି ଧନୁପାଲି ପୋଲିସ ।

ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଓଡ଼ିଶାର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟଗ୍ରହଣ ଜାରି ରହିଛି । ଏଥିସହ ୪୨ ବିଧାନସଭା ଆସନରେ ବି ଭୋଟ୍ ଗ୍ରହଣ ।

   Related Posts