ସମ୍ବଲପୁରରେ ବୁଥ୍ ରିଗିଂ ଅଭିଯୋଗ

Published By : Prameya-News7 Bureau | April 23, 2019 IST

ସମ୍ବଲପୁର ୨୩|୪: ସମ୍ବଲପୁରରେ ବୁଥ୍ ନଂ ୧୫୭ ବୁଥ୍ ରିଗିଂ ଅଭିଯୋଗ ହୋଇଛି । ବଳ ପୂର୍ବକ ଭୋଟିଂ କରାଯାଉଥିବା ଅଭିଯୋଗ ହୋଇଛି । ଘଟଣାରେ ଦୁଇ ଜଣଙ୍କୁ ଉଠାଇ ନେଇଛି ଧନୁପାଲି ପୋଲିସ ।

ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଓଡ଼ିଶାର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟଗ୍ରହଣ ଜାରି ରହିଛି । ଏଥିସହ ୪୨ ବିଧାନସଭା ଆସନରେ ବି ଭୋଟ୍ ଗ୍ରହଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.