ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ଵାରା ରଚିତ ଭ୍ରମଣ ପୁସ୍ତକ ମାଜେଷ୍ଟିକ ମାରାକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 16, 2019 IST

ଭୁବନେଶ୍ୱର ୧୬। ୧୧ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ଵାରା ରଚିତ ଭ୍ରମଣ ପୁସ୍ତକ “ମେଜେଷ୍ଟିକ ମାରା”କୁ ଲୋକାର୍ପିତ କରିଛନ୍ତି । ଏହି ପୁସ୍ତକରେ ଗଜପତିଙ୍କର କେନିୟା ଭ୍ରମଣ କାହାଣୀ ବର୍ଣ୍ଣନା କରାଯାଇଛି ।


ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ କେନିୟା ହାଇକମିଶନର ଓ୍ୱିଲ କିପ୍‌ କୋରିର ବେଟ୍‌ ଓ କେନିୟା ଜାତୀୟ ଆସେମ୍ଲିର ବାଚସ୍ପତି ମୋସେସ୍‌ ଛେବୋଇ ଉପସ୍ଥିତ ଥିଲେ । ଏହି ପୁସ୍ତକରେ କେନିୟାର ମାସୋଇ ମାରା ଅଞ୍ଚଳ କଥା ବର୍ଣ୍ଣନା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.